SKJEE Emi Shoping- Only for Gorada Gram Panchayat
SKJEE Emi Shoping : ନିଜ ଅତି ପରିଚିତ ଆଉ ଯୋଗ୍ୟ ଗ୍ରାହକ ମାନଙ୍କୁ RS 20000 ଟଙ୍କା ପ୍ରଯ୍ୟନ୍ତ EMI ରାଶିରେ,ନିଜ ପସନ୍ଦ ର ଯେକୌଣସି ଇଲେକ୍ଟ୍ରୋନିକ ଆଉ ଆବାସପତ୍ର, ଅନ୍ୟ ଆବଶକୀୟ ସାମଗ୍ରୀ କୁ ସହଜ EMI ରେ କିଣିବାକୁ ସାହାଯ୍ୟ କରିଥାଏ . ଏଠାରେ ଗ୍ରାହକ ନିଜ ପସନ୍ଦ ର ଜିନିଷ ନିଜ ପସନ୍ଦ ONLINE ଆଉ OFFLINE STORE ରୁ କିଣିବା ବେଳେ ଆମ ସାହାଯ୍ୟରେ ଏହାକୁ ସହଜ EMI ଆଉ ଅତି କମ ସୁଧ ହାରରେ ରେ କିଣିପାରିବେ. ଏଥି ପାଇଁ କୌଣସି DEBIT AND CREDIT CARD ଆବଶକ୍ୟ ପଡ଼ିନଥାଏ .
TOTAL EMI PRODUCT SOLD | 250 |
SKJEE EMI SHOPING ଋଣ ପାଇବା ପାଇଁ ଯୋଗ୍ୟତା –
ବ୍ୟକ୍ତି ମାସିକ ଦରମା ପାଉଥିବା ଦରକାର ଏହା ସହିତ ଆମର ଅତି ପରିଚିତ ଆଉ EMI ପାଇଁ ଉପଯୁକ୍ତ ଗ୍ରାହକ ହୋଇଥିବା ଦରକାର
ଆବଶ୍ୟକ ଦସ୍ତାବିଜ-
ଯେକୌଣସି ପ୍ରମାଣ ପତ୍ର, ଯେମିତି AADHAAR CARD. PAN. VOTER ID. ଆଉ 2 ଟି ଦସ୍ତଖତ ହୋଇ ଥିବା Bank Cheque .କଣ ପାଇଁ EMI ର ଆବଶ୍ୟକତା ଅଛି ପ୍ରକୁତ ତଥ୍ୟ ଜଣାଇବା ସହିତ ପ୍ରତି ମାସ EMI କିସ୍ତି ଫେରସ୍ତ କରିବା ତାରିକ ନିଦ୍ଧିଷ୍ଟ କରିବା ଦରକାର
SKJEE EMI SHOPING ଋଣ ସର୍ତ୍ତ –
ଦିଆଯାଇ EMI ଋଣକୁ 4 ଟି କିସ୍ତି ରେ ଫେରସ୍ତ କରିବାକୁ ପଡିଥାଏ,ଆବଶକ୍ୟ ସ୍ଥଳେ ୧ ଟା କିସ୍ତି ଅଗ୍ରିମ ମଧ୍ୟ ନିଆଯାଇଥାଏ,EMI ଋଣ ମାସର ଯେକୌଣସି ତାରିଖ ରେ ଦିଆ ଯାଇଥିଲେ ମଧ୍ୟ ଆଗାମୀ ମାସ 5 ରୁ 10 ତାରିଖ ମଧ୍ୟରେ EMI କିସ୍ତି ଫେରାଇବାକୁ ପଡିଥାଏ
କଣ ପାଇଁ ଆମେ ଏହି EMI ଯୋଜନା ଆରମ୍ଭ କରିଛୁ ?
BANK ,DEBIT CARD AND CREDIT CARD ଅନ୍ୟ EMI FACILITY ରେ ଅଧିକ EMI CHARGES ଦେବାକୁ ପଡିଥାଏ ,ସେଥି ପାଇଁ ଆମେ ଆମ ନିଜ ପରିଚିତ ଆଉ ନିୟମିତ ଗ୍ରାହକ ମାନଙ୍କୁ ଅତି କମ EMI CHARGES ରେ EMI PRODUCT କିଣିବାକୁ ସାହାଯ୍ୟ କରିବା ଆମର ଲକ୍ଷ
SKJEE EMERGENCY CASH | |
Eligibility Location | GORADA GRAM PANCHAYAT |
Eligibility Age | 18 TO 60 |