SKJEE Emergency cash – Only For Gorada Gram Panchayat
କୌଣସି ଜରୁରୀକାଳୀନ ପରିସ୍ଥିତି ବା ଅତି ଆବଶକୀୟ ସମୟରେ ” SKJEE Emergency Cash ” . ନିଜ ଅତି ପରିଚିତ ଗ୍ରାହକ ମାନଙ୍କୁ 20000 ପ୍ରଯ୍ୟନ୍ତ ( 50 Plan ସହାୟତା ଋଣ ) ଅତି କମ ସୁଧ ହାର ରେ ଯୋଗାଇ ଥାଏ
SKJEE Emergency Cash–ଋଣ ପାଇବା ପାଇଁ ଯୋଗ୍ୟତା
ବ୍ୟକ୍ତି ମାସିକ ଦରମା ପାଉଥିବା ଦରକାର ଏହା ସହିତ ଆମର ଅତି ପରିଚିତ ଆଉ ଋଣ ପାଇଁ ଉପଯୁକ୍ତ ଗ୍ରାହକ ହୋଇଥିବା ଦରକାର
ଆବଶ୍ୟକ ଦସ୍ତାବିଜ
ଯେକୌଣସି ପ୍ରମାଣ ପତ୍ର, ଯେମିତି AADHAAR CARD. PAN. VOTER ID . ଆଉ 2 ଟି ଦସ୍ତଖତ ହୋଇ ଥିବା Bank Cheque . କଣ ପାଇଁ ଋଣ ର ଆବଶ୍ୟକତା ଅଛି ପ୍ରକୁତ ତଥ୍ୟ ଜଣାଇବା ସହିତ ଋଣ ଫେରସ୍ତ କରିବା ତାରିକ ନିଦ୍ଧିଷ୍ଟ କରିବା ଦରକାର
SKJEE Emergency Cash-ଋଣ ସର୍ତ୍ତ
ଏହି ଋଣ ରେ ସୁଧ ହାର ଶତକଡା ରେ ହିସାବ କରାଯାଏ ନାହି . ଋଣ ନାମ 50 ପ୍ଲାନ, ଯଦି ଆପଣ ଋଣ ପାଇଁ ଯୋଗ୍ୟ 20000 ପର୍ଯ୍ୟନ୍ତ ଆପଣ ନିଜର ଆବଶ୍ୟକ ରାଶି ନେଇପାରିବେ ସଠିକ ତାରିଖ ରେ ନେଇଥିବା ରାଶି ସହିତ ପ୍ରତି ୫୦୦୦ ରେ ସୁଧ RS 50 ଟଙ୍କା ମିଶାଇ ଫେରସ୍ତ କରିବାକୁ ପଡିଥାଏ . ଋଣ ମାସର ଯେକୌଣସି ତାରିଖ ରେ ଦିଆ ଯାଇଥିଲେ ମଧ୍ୟ ଆଗାମୀ ମାସ 5 ରୁ 10 ତାରିଖ ମଧ୍ୟରେ ଫେରାଇବାକୁ ପଡିଥାଏ . ଋଣ କାରବାର କେବଳ bank transfer ଦ୍ୱାରା କରାଯାଇଥାଏ.
କଣ ପାଇଁ ଆମେ ଏହି ଋଣ ଯୋଜନା ଆରମ୍ଭ କରିଛୁ ?
ଗ୍ରାହକ ଭଗବାନ ଆଉ ଆମ ପାଇଁ ମୂଲ୍ୟବାନ , ସେଥି ପାଇଁ ଆମେ ଆମ ଅତି ପରିଚିତ ଗ୍ରାହକ ମାନଙ୍କୁ ସେମାନଙ୍କ ଅସୁବିଧା ସମୟ ରେ ତାଙ୍କୁ ସାହାଯ୍ୟ କରିବାକୁ ଆମେ ଏହି ଋଣ ଯୋଜନା ଆରମ୍ଭ କରିଛୁ . ଏଥି ପାଇଁ ଗ୍ରାହକ ମାନଙ୍କ ଠୁ ସୁଦ୍ଧ ନବାର ଆବଶ୍ୟକତା ନଥିଲା ହେଲେ ନିଜର ବ୍ୟକ୍ତିଗତ କ୍ଷତି କୁ ଆଖି ଆଗରେ ରଖି ଆମେ ଅତି କମ ସୁଦ୍ଧ ହାରରେ ଋଣ ଦେବା ପାଇଁ ବ୍ୟବସ୍ଥା କରିଛୁ . ଏହି ଋଣ ରେ ଆମେ ଗ୍ରାହକ ମାନକ ଠୁ ସେତିକି ସୁଦ୍ଧ ଆଣିବୁ ଯେତିକି ଆମ ପଇସା ବ୍ୟାଙ୍କ ରହିଥିଲେ ବଢି଼ଥାନ୍ତା
SKJEE EMERGENCY CASH | |
Eligibility Location | GORADA GRAM PANCHAYAT(KUJANG JAGATSINGHAPUR) |
Eligibility Age | 18 TO 60 |